World

ପାକିସ୍ତାନ ର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ ଙ୍କ ପରଲୋକ

← Back

Thank you for your response. ✨

ପାକିସ୍ତାନ ର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ ଙ୍କ ଦୁବାଇ ସ୍ଥିତ ଏକ  ହସ୍ପିଟାଲ ରେ   ଚିକିତ୍ସାଧିନ ଅବସ୍ଥାରେ  ୭୯ ବର୍ଷ ରେ ପରଲୋକ ହୋଇଛି। ମୁସରଫ ଅଗଷ୍ଟ ୧୧ ୧୯୪୩ ମସିହାରେ ଦିଲ୍ଲୀ ରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହାରେ ସେ ପାକିସ୍ତାନ ସେନା ରେ ଯୋଗ ଦେଇଥିଲେ। ୨୦୦୧ ରୁ ୨୦୦୮ ମସିହା ପଯ୍ୟନ୍ତ ରାଷ୍ଟ୍ରପତି ପଦ ସେ ନିଜ  କବଜା ରେ ରଖିଥିଲେ।

ସମର୍ଥ News

Related Articles

Back to top button