ଦିଲ୍ଲୀରେ 75ତମ ସାଧାରଣତନ୍ତ୍ର ଦିବସରେ ଯୋଗଦାନ ପାଇଁ ଓଡିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି.

ଭୁବନେଶ୍ୱର ଆଜି ଓଡ଼ିଶାର ସମର ଶିକ୍ଷାର୍ଥୀ ବାହିନୀର ଗ୍ରୁପ କମାନ୍ଡ଼ର ସତ୍ୟବ୍ରତ ସ୍ୱାଇଁ ଙ୍କ ନେତୃତ୍ୱରେ ସିଆରପି କ୍ୟାମ୍ପସ ପରିସରରେ ଏକ ପ୍ରସ୍ତୁତି ଶିବିର ଆୟୋଜିତ ହୋଇଯାଇଛି. ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀଠାରେ ଆୟୋଜନ ହେବାକୁ ଯାଉଥିବା ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବା ପାଇଁ ଓ ସେଠାରେ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ପ୍ରସାରଣ ପାଇଁ ଦିଲ୍ଲୀରେ ଏନସିସି କ୍ୟାମ୍ପ ପକାଇବା ଉଦେଶ୍ୟରେ ଏହିଭଳି ପ୍ରସ୍ତୁତି ଆରମ୍ବ ହୋଇଥିବାର ସୂଚନା ଦେଇଛନ୍ତି କଟକ ଗ୍ରୁପ ଏନସିସି ଗ୍ରୁପ କମାନ୍ଡ଼ର ସତ୍ୟବ୍ରତ ସ୍ୱାଇଁ.122 ଏନସିସି କ୍ୟାଡେଟ ମନେ ଓଡିଶାକୁ ପ୍ରତିନିଧିତ୍ୱ କରିବେ ଓ ଆମର ରାଜ୍ୟର ସଂସ୍କୃତି ପରିବେଷଣ କରିବେ ଓ ଆଜି ରମାଦେବୀ ଅଡିଟରିଅମରେ ରିଏଲସେଲ କରୁଛୁ ବୋଲି କହିଛନ୍ତି ଶ୍ରୀ ସ୍ୱାଇଁ. ଗ୍ରୁପ ସଙ୍ଗ, ଗ୍ରୁପ ଡ୍ୟାନ୍ସ, ନାଶନାଲ ଇଣ୍ଡିଂରେସନ କଳଚୁରାଲ ପ୍ରୋଗ୍ରାମ ପାଇଁ ପିଲାମାନେ ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି କଲୋନେଲ ଲଳିତ ମହାପାତ୍ର.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍