ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ( ପଂଚାୟତି ରାଜ, ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ )ମହୋଦୟ କଳାହାଣ୍ଡି ଗସ୍ତରେ ଆସି ଗୋଲାମୁଣ୍ଡା ବ୍ଳକ ର ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ


ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ( ପଂଚାୟତି ରାଜ, ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ )ମହୋଦୟ କଳାହାଣ୍ଡି ଗସ୍ତରେ ଆସି ଗୋଲାମୁଣ୍ଡା ବ୍ଳକ ର ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ କରିବା ସହିତ କେତେ ଗୁଡ଼ିଆ ପ୍ରକଳ୍ପ ର ଶୁଭଦଘାଟନ ମଧ୍ୟ କଲେ ତା ସହିତ ଗୋଲାମୁଣ୍ଡା ଷ୍ଟାଡିୟମ ରେ ଅନୁଷ୍ଠିତ ହେଇଥିବା ବିଶାଳ ଜନସାମାବେଶ କୁ ଉଧବୋଧନ ଦେଇଥିଲେ ହଜାର ହଜାର ସଂଖ୍ୟା ରେ ଲୋକଙ୍କ ଗହଳି ହେବା ସହିତ ଅଞ୍ଚଳ ରେ ଲୋକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି ଲୋକଙ୍କ ସରକାର ଉପରେ ବିଶ୍ୱାସ ଅତୁଟ ଦେଖାଦେଇଛି। ଗୋଲାମୁଣ୍ଡା ବ୍ଳକ ଅଧକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ହେଇଥିବା ବେଳେ ଜିଲ୍ଲା ର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଶ୍ରୀମାନ ମନୋଜ କୁମାରମେହେର,କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ଜିଲ୍ଲା ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେବ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଯୁବମୋର୍ଚା ଦୀପ ଜ୍ୟୋତି ମୁଣ୍ଡ, ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ, ତଥା ଗୋଲାମୁଣ୍ଡା ବ୍ଳକ ତିନି ମଣ୍ଡଳ ସଭାପତି, ସମ୍ପାଦକ, ଯୁବମୋର୍ଚା, ମହିଳା ମୋର୍ଚା, କୃଷି ମୋର୍ଚା ତଥା ସମସ୍ତ ମୋର୍ଚା ର ସଦସ୍ୟ ସମସ୍ତ ଭାଜପା ପ୍ରେମୀ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




