CountryState

ବାକୁଟ ଗ୍ରାମଠାରେ ଷ୍ଟ୍ରିଟ ଲ।ଇଟି ଶୁଭ ଆରମ୍ଭ

ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାକୁଟ ଗ୍ରାମଠାରେ ଷ୍ଟ୍ରିଟ ଲ।ଇଟି ଶୁଭ ଆରମ୍ଭ କଲେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ଏବଂ ବାକୁଟ ଗ୍ରାମବାସୀ ଖଲିକୋଟ ବିଧାୟିକା ଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମିତ୍ତ ପ୍ରସ୍ତୁତି ଦେଇ ଥିଲେ ବିଧାୟକା ।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button