Country
ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ଜାତୀୟ ରାଜନୈତିକ ଦଳର ରାଷ୍ଟିୟ ଅଧିବେଶନ ଉତ୍ତର ପ୍ରଦେଶର କାନପୁର ଠାରେ ଅନୁ୍ଠିତ


PBI National Convention, kanpur UP।।ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ଜାତୀୟ ରାଜନୈତିକ ଦଳର ରାଷ୍ଟିୟ ଅଧିବେଶନ ଉତ୍ତର ପ୍ରଦେଶର କାନପୁର ଠାରେ ଅନୁ୍ଠିତ ହୋଇଯାଇଛି। ଏହି ଅଧିବେସନ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଆଜି 18 ତାରିଖ ପ୍ରଥମ ଦିବସ ଉଦ୍ଘାଟନ ହୋଇଯାଇଛି ଆସନ୍ତା କାଲି 19 ତାରିଖ ଅନ୍ତିମ ଡିବସ। ଉକ୍ତ ଅଧିବେସନ UP ରାଜ୍ୟ ସଭାପତି RP Singh ଙ୍କ ଅଧ୍ୟକ୍ଷତା ରେ ଅନୁ୍ଠିତ ହୋଇଯାଇଛି । ଦଳର ପ୍ରତିଷ୍ଠାତା ଋଷି ଦାର୍ଶନିକ ଶ୍ରୀ ଶ୍ରୀ ପ୍ରଭାତ ରଞ୍ଜନ ସରକାର ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସତ୍ର ଆରମ୍ଭ କରିଥିଲେ। ଏହି ଅଧିବେସନ ରେ ରାଷ୍ଟ୍ରୀୟ ସଂଯୋଜକ ଆଚାର୍ଯ୍ୟ ସନ୍ତୋଷାନନ୍ଦ ଅବଧୂତ, ରାଷ୍ଟ୍ରୀୟ ମହାସଚିବ କାହ୍ନୁ ଚରଣ ବେହୁରା, ରାଷ୍ଟ୍ରୀୟ ସଭାପତି ଶ୍ରୀ AK Bhaskar, ଉପ-ସଭାପତି ରାକେଶ ରଞ୍ଜନ ଜନସଂପର୍କ ସଚିବ ରାବି ସଂହ ଏଵଂ ବିଭିନ୍ନ ରାଜ୍ୟ ସଭପତି ତଥା ପଦାଧିକାରୀ ଯୋଗ ଦେଇଥିଲା।
ବୌଦ୍ଧ ରୁ ସମର୍ଥ News ରିପୋର୍ଟ




