Education

କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଛତିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ରେ A1ରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ର ଗୌରବ ମଣ୍ଡିତ କରି ଥିବାରୁ ଆଜି ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଥିଲା, ଅବସର ପ୍ରାପ୍ତ ଅଧ୍ୟାପକ ଶତ୍ରୁ ଜିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ର ଉତ୍ତରତର କାମନା କରିଥିଲେ, ପ୍ରଧାନ ଆଚର୍ଯ୍ୟ ନିରଞ୍ଜନ ବେହେରା ସଭା କାର୍ଯ୍ୟ ପରି ଚାଳନ କରିଥିବା ବେଳେ ସମ୍ପାଦକ ଅଶୋକ ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ, ଉପ ଡଭାପତି ଗିରିଶ ପାତ୍ର, ଯୁଗ୍ମ ସମ୍ପାଦିକା ଚିନ୍ମୟୀ ନାୟକ କୋଷାଦକ୍ଷ ସରୋଜ ସାହୁ, ସୁଶାନ୍ତ ସାହୁ, ସର୍ବେଶ ଷେଣ୍ଢ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରାଇଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୂଜ୍

Related Articles

Back to top button