Education

ଛତିଆ ଶିଶୁ ମନ୍ଦିର ର କୃତିତ୍ୱ

ଛତିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 11ଜଣ ଛାତ୍ର ଛାତ୍ରୀ ମେଟ୍ରିକ ପରୀକ୍ଷା ଦେଇ ଥିଲେ, ସେଥିରୁ  6ଜଣ A1ରେ 2ଜଣ A2ରେ 4ଜଣ B1ରେ 3ଜଣ B2ରେ 1ଜଣ C ରେ ଓ 1ଜଣ D ରେ pass କରି ଛନ୍ତି, A1ରେ ଅଲିଭା ତ୍ରିପାଠୀ 558ବର୍ଷା ପ୍ରିୟଦର୍ଶନୀ ପାତ୍ର 563ଦେବେନ୍ଦ୍ର ଜେନା 545ସବ୍ୟସାଚୀ ଦାସ 551ରୁଦ୍ର ନାରାୟଣ ପ୍ରାଧାନ 557ସୌଭାଗ୍ୟ ରାଉତ 540ନମ୍ବର ରଖି ଶିଶୁ ମନ୍ଦିର ର ଗୌରବ ବଢ଼ାଇଛନ୍ତି, ସେହି ପରି ସରକାରୀ ନୋଡାଲ ହାଇସ୍କୁଲ ଛତିଆ ର ମୋଟ88ଜଣ ପରୀକ୍ଷା ଦେଇ ଥିଲେ, ସେଥିରୁ A1ରେ ଶ୍ରୀ ଲଷ୍ମୀ ପ୍ରିୟ ଦର୍ଶିନୀ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ର ଗୌରବ ବଢ଼ାଇଛନ୍ତି, A2ରେ 2ଜଣ B1ରେ 10ଜଣ B2ରେ 26ଜଣ C ରେ 22ଜଣ E re 7ଜଣ ଓ F ରେ ଜଣେ ଉତୀର୍ଣ୍ଣ ହୋଇଛନ୍ତି,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ।

Related Articles

Back to top button