Education

କଳାହାଣ୍ଡି ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ପୁଅକୁ ପଛରେ ପକାଇ ୩ ଜଣ ଛାତ୍ରୀ ନିଜ ବିଭାଗ ରେ ଜିଲ୍ଲା ରେ ଟପ୍ପର ହୋଇଛନ୍ତି ।

ସଵିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ପୁଅକୁ ପଛରେ ପକାଇ ୩ ଜଣ ଛାତ୍ରୀ ନିଜ ବିଭାଗ ରେ ଜିଲ୍ଲା ରେ ଟପ୍ପର ହୋଇଛନ୍ତି । ଏଥିରେ ଦଶମ ଶ୍ରେଣୀ ରେ ଭବାନୀପାଟଣା ହାଇଟେକ୍ ପବ୍ଲିକ ସ୍କୁଲ ର ଛାତ୍ରୀ ଜିଗିଶା ଭୋଇ ୯୭.୮୭% ମାର୍କ ରଖି ଜିଲ୍ଲା ଓ ସ୍କୁଲ ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ରେ ଭବାନୀପାଟଣା ହାଇଟେକ୍ ପବ୍ଲିକ ସ୍କୁଲ ର ଛାତ୍ରୀ ସରଞ୍ଜିତ କୌର ‌95.4% ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ଏଥିପାଇଁ ସ୍କୁଲ ପରିସର ଓ ଜିଲ୍ଲା ରେ ଖୁସି ର ଳହର ଖେଳି ଯାଇଛି ଏଥି ପାଇଁ ସମସ୍ତ ଅଭିଭାବକ। ସ୍କୁଲ ର ସମସ୍ତ ଶିକ୍ଷକ  ଓ ପ୍ରିନ୍ସିପଲ୍      ମଧ୍ୟ ଅଭିନନ୍ଦନ ଜଣାଇ ଛନ୍ତି।ସଵିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ପୁଅକୁ ପଛରେ ପକାଇ ୩ ଜଣ ଛାତ୍ରୀ ନିଜ ବିଭାଗ ରେ ଜିଲ୍ଲା ରେ ଟପ୍ପର ହୋଇଛନ୍ତି । ଏଥିରେ ଦଶମ ଶ୍ରେଣୀ ରେ ଭବାନୀପାଟଣା ହାଇଟେକ୍ ପବ୍ଲିକ ସ୍କୁଲ ର ଛାତ୍ରୀ ଜିଗିଶା ଭୋଇ ୯୭.୮୭% ମାର୍କ ରଖି ଜିଲ୍ଲା ଓ ସ୍କୁଲ ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ରେ ଭବାନୀପାଟଣା ହାଇଟେକ୍ ପବ୍ଲିକ ସ୍କୁଲ ର ଛାତ୍ରୀ ସରଞ୍ଜିତ କୌର ‌95.4% ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ଏଥିପାଇଁ ସ୍କୁଲ ପରିସର ଓ ଜିଲ୍ଲା ରେ ଖୁସି ର ଳହର ଖେଳି ଯାଇଛି ଏଥି ପାଇଁ ସମସ୍ତ ଅଭିଭାବକ। ସ୍କୁଲ ର ସମସ୍ତ teacher ଓ principal ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ ଛନ୍ତି।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button