Religion
ବିଷ୍ଣୁପୁର କରୋଗୋଳା ଗ୍ରାମରେ ତିନିଦିନ ଧରି ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ


ଆଜି ପବିତ୍ର ମାଘ ପୂର୍ଣ୍ଣିମା।। ମାଘ ମାସର ପୂର୍ଣ୍ଣିମା କୁ ମାଘ ପୂ୍ଣ୍ଣିମା କୁହାଯାଇଥାଏ।। ଏହିଦିନ ଅଗ୍ନି ଉତ୍ସବ ମଧ୍ୟ ପାଳନ କରାଯାଇଥାଏ।। ଏହି ପରିପ୍ରକ୍ଷୀରେ ଢେ଼ଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ଗ୍ରାମପଞ୍ଚାୟତ ବିଷ୍ଣୁପୁର କରୋଗୋଳା ଗ୍ରାମରେ ତିନିଦିନ ଧରି ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସଭାପତି ଙ୍କ କହିବାଅନୁସରେ ତାଙ୍କର ପୂର୍ବ ପିଢ଼ି ରୁ ଦୀର୍ଘ ୧୦୦ବର୍ଷ ଧରି ଏହି ଯଜ୍ଞ ଆୟୋଜନ କରାଯାଉଛି ।। ଗ୍ରାମର ଆବାଳବୃ୍ଧବନିତାଙ୍କର ସହଯୋଗ ରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି।। ଗ୍ରାମ ର ମଙ୍ଗଳ କାମନା ପାଇଁ ଗ୍ରାମବାସୀଙ୍କ ଦ୍ବାରା ଏହି ଯଜ୍ଞ ଆୟୋଜନ କରାଯାଉଛି।।
ଢେଙ୍କାନାଳ ରୁ ସମର୍ଥ News



