Religion

କୃଷ୍ଣାନନ୍ଦପୁର @ ମୁସଲିମ ସମ୍ପ୍ରଦାୟର ମହାନ ପର୍ବ “ଇଦ ଅଲ ଅଧା ” (ବକ୍ରୀଦ)

କୃଷ୍ଣାନନ୍ଦପୁର @ ମୁସଲିମ ସମ୍ପ୍ରଦାୟର ମହାନ ପର୍ବ “ଇଦ ଅଲ ଅଧା ” (ବକ୍ରୀଦ) ମହା ଆଡମ୍ବର ଓ ଉତ୍ସାହରେ ପାଳିତ ହେଲା ବାଲୁବିଶି ଇଦ୍ଗାହ ରେ, ଭୋର ସକାଳୁ ସମସ୍ତ ଶିଶୁ, ଯୁବକ ଓ ବୃଦ୍ଧ ମାନେ ନୂଆ ପୋଷାକ ପରିଧ୍ୟାନ କରି ଇଦ୍ଗାହ ରେ ଏକତ୍ରିତ ହୋଇ “ଇଦ ଅଲ ଆଧା” ନମାଜ ପରିବେଷଣ କରି,

ମହତ ବାଣୀ ଶୁଣାଇ ଥିଲେ।

ଆଲ୍ଲାଙ୍କ ପାଖରେ ଦୁଆ କରିଥିଲେ 

ଯେ ୟା ଅଲ୍ଲାହ ସାରା ଜଗତ ରେ ଶାନ୍ତି, ସମୃଦ୍ଧି ଓ ଭାଇଚାରା କାୟମ ହେଉ, ମଣିଷ ପ୍ରତି ମଣିଷ ମହତ ପଣିଆ ଦେଖାଉ, ଭଲ ବ୍ୟବହାରର ପରିଚୟ ଦେଉ, ସୁଖ ଦୁଃଖ ରେ ସହାୟତା କରୁ,

ତିର୍ତ୍ତୋଲ ରୁ ସନୱାର ଅଲିଙ୍କ ରିପୋର୍ଟ, ସମର୍ଥ ନିୟୁଜ ଓଡିଶା

Related Articles

Back to top button