Country

ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ଭାବରେ ଭାରତର ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ

 

ନୂଆଦିଲ୍ଲୀ, ତା ୦୫.୦୨.୨୦୨୩

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ପୁଣି ଥରେ ବିଶ୍ୱର ଏକ ନମ୍ୱର୍ ଲୋକପ୍ରିୟ ନେତା ଭାବେ  ଗ୍ଲୋବାଲ ସର୍ଭେ ମୋହର ଦେଇଛି । ପୂର୍ବ ରୁ ମଧ୍ୟ  ବିଶ୍ୱର ନମ୍ବର ଏକ ଲୋକପ୍ରିୟ ନେତା ଭାବରେ ସର୍ଭେ ରିପୋର୍ଟ ରେ  ଦର୍ଶାଯାଇଥିଲା।

ସମର୍ଥ News

 

 

Related Articles

Back to top button