Country

ଉଦୀୟମାନ ଯୁବ ଗୋଷ୍ଠୀ ପକ୍ଷରୁ ସତସଙ୍ଗ ଉତ୍ସବ

ଗତକାଲି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସର ରେ ଚଣ୍ଡିଖୋଲ ସତସଙ୍ଗ ବିହାର ଠାରେ ସମ୍ପ୍ରତି ଯୁବ ଗୁରୁ ଭାଇ ଓ ମା ମାନଙ୍କ ପକ୍ଷରୁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 137ତମ ଶୁଭ ଜନ୍ମ ମହୋତ୍ସବ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି,ସହ ପ୍ରତି ଋତ୍ଵିକ ଡକ୍ଟର ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଓ ଡକ୍ଟର ରମାକାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବ ପିଢ଼ି ଙ୍କୁ ଉତ୍ସାହିତ କରାଇଥିଲେ,ସତସଙ୍ଗ ବିହାର ଅଧକ୍ଷ ସତ୍ୟପୀର ନାୟକ ସତସଙ୍ଗ ପରିଚାଳନା କରିଥିଲେ, ହରେନ୍ଦ୍ର ସାହୁ ସତ୍ୟାନୁ ଶରଣ, ପ୍ରଜ୍ଞାନ ଓଝା ନାରୀର ନୀତି ପାଠ କରିଥିଲେ, ଭୃତି ଭୂଷଣ ଦାସ କୀର୍ତନ ରାକେଶ ମହାରଣା ଓ ଜ୍ୟୋତି ରିନ୍ଦ୍ର ଦାସ ଭଜନ, ସମ୍ବିତ ସାଗର ରଣା କୋରସ ଗାନ କରିଥିଲେ, ଆଡ଼ଭୋକେଟ ପ୍ରବୋଧ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ, ହିମାଂଶୁ ସାହୁ ଶୈଳେନ୍ଦ୍ର ବାରିକ ମିହିର ରଞ୍ଜନ ଜେନା ପ୍ରଶାନ୍ତ ଓଝା ସଞ୍ଜୟ ଶୁକ୍ଳ ମଧୁସୂଦନ ରାଉତ ଦେବୁନି ଦାସ ମାନସ ଦାସ ଅମର ଦାସ ପ୍ରମୋଦ ନାୟକ ଅମିତାଭ ସ୍ୱାଇଁ ନିର୍ମାଲ୍ୟ ପ୍ରଧାନ କାର୍ତିକ ସାହୁ ଜିତେନ୍ଦ୍ର ଲେଙ୍କା ଚିତ ରଞ୍ଜନ ସାହୁ ଅଜୟ ଲେଙ୍କାଲକ୍ଷ୍ମୀକାନ୍ତ ସୀମା ଓ ଅନ୍ୟ ସମସ୍ତ ଯୁବ ଗୁରୁ ଭାଇ ଓ ମା ଏଥିରେ ସହଯୋଗ କରିଥିଲେ,

Related Articles

Back to top button