State

ବିଜେପି ର ଗ୍ରାମୀଣ ମଣ୍ଡଳ ସ୍ତରୀୟ ସଦସ୍ୟତା ଗ୍ରହଣ ଅଭିଯାନ

ହରଭଙ୍ଗା 3/9(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ BJP ର ସଦସ୍ୟତା ଅଭିଯାନ ଛତରଙ୍ଗ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଦସ୍ୟତା ଗ୍ରହଣ କରିବା ସହ କେନ୍ଦ୍ର ରେ ମୋଦୀ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟ କଳାପ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏଣୁ ସ୍ୱତ ପ୍ରତ ଭାବେ ଲୋକମାନେ ସଦସ୍ୟତା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।ଏହି ଅଭିଯାନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ, ଶ୍ରୀଯୁକ୍ତ ତପନ ଡାଙ୍ଗ, ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ବେହେରା, ଅନିରୁଦ୍ଧ ସିଂ, ପ୍ରଣବ ସିଂ, ଅକ୍ଷୟ କୁମାର ସାହୁ, ଗଙ୍ଗାଧର ପ୍ରଧାନ, କାଇଁଚ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାଁହୁ ଚରଣ ନାଥ ଙ୍କ ସମେତ BJP ର ସମସ୍ତ ସଦସ୍ୟ ମଧ୍ୟ ଅଂଶଗ୍ରହଣ କରି ଏହି ସଭା କୁ ସଫଲ୍ୟ କରିଥିଲେ ।

Related Articles

Back to top button