ନାରାୟଣ ଚଣ୍ଡୀ କ୍ଲୋବ୍ ବିଘ୍ନ ରାଜ ଙ୍କ ପୁଜା ଉତ୍ସବ


ବାଲିଚନ୍ଦ୍ରପୁର ନିକଟସ୍ଥ କୁସୁପୁର ଗ୍ରାମ ର ଅର୍ଗ୍ରଣୀ ଯୁବ ଅନୁଷ୍ଠାନ ନାରାୟଣ ଚଣ୍ଡୀ କ୍ଲୋଵ ପକ୍ଷରୁ ଭିଗ୍ନ ରାଜ ବିନାୟକ ଶ୍ରୀ ଗଣେଶ ଙ୍କ ପୂଜା ଉତ୍ସଵ ଗତ କାଲି ରାତି ରେ ମହା ସମାରୋହ। ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ପୁଜା ପାଠ ପଣ୍ତିତ ଅନ୍ତ୍ରଜାମି ଶତପଥୀ ଏହି ଉତ୍ସଵ କୁ ମୂଖ୍ୟ ଆୟୋଜନ କରିଥିଲେ ନାରାୟଣ ଚଣ୍ଡୀ କ୍ଲୋବ ର ସଭାପତି ଆଡଭୋକେଟ ଶ୍ରିବନ୍ତ କୁମାର ଜେନା ।ଏହି ଉତ୍ସଵ ରେ ସାହସ ପୁର କଲେଜ ର ଅଧକ୍ଷ ସାମସୁନ୍ଦର ପଲାଇ ସମାଜସେବୀ ପ୍ରମୋଦ କୁମାର ଭୂୟାଁ ମକରେନ୍ଦ୍ର ସାହୁ ପୂର୍ବତନ ସରପଂଚ ବିଳାସ ଚନ୍ଦ୍ର ବାରିକ୍ ଅଶୋକ କୁମାରସାହୁ, ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ ଏକାଦଶୀ ସେଠୀ, ଧିରେନ୍ଦ୍ର ବାରିକ୍, ରବିନାରାୟଣ ସାମଲ, ସୁବ୍ରତ ଜେନା, ବିକ୍ରମ ଜେନା (ମିଲୁ) , ପଦ୍ମଲୋଚନ ନାୟକ, ପ୍ରଭାସ ବର୍ମା, ଦାମଦୋର ଜେନା, ଚନ୍ଦ୍ରକାନ୍ତ ଜେନା, ଉମେଶ ଦାସ ଓ କାଇନ ଜେନା ପ୍ରମୁଖ ଯୋଗ ଦେଇ ପ୍ରଭୁ ଗଣନାଥ ଙ୍କୁ ପୂଜା ଆରଧନା କରିଥିଲା । ଏହି ପୂଜା ଉତ୍ସଵ ରେ କର୍ତ୍ତା ଭବେ ଉମାକାନ୍ତ ଜେନା କାର୍ଯ୍ୟ ସମ୍ପାଦନା କରିଥିଲେ।




