ବାଲୁଗାଁ ଲିଟିଲ ୱାର୍ଲଡ ଇଂରାଜୀ ମିଡିୟମ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ l


ଖୋର୍ଦ୍ଧା ତା 31/8/2024ରିଖ ଜିଲ୍ଲାର ବାଲୁଗାଁ ଠାରେ ଲିଟିଲ ୱାର୍ଲଡ ଇଂରାଜୀ ମିଡିୟମ ସ୍କୁଲ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଜ୍ଞାନ କୌଶଳ ରେ ନିର୍ମିତ 70 ରୁ ଉର୍ଦ୍ଧ ବିଭିନ୍ନ ସାମଗ୍ରୀ ଓ ବୈଜ୍ଞାନିକ ଟେକ୍ନିକାଲ ପ୍ରୋଜେକଟ କରି ବିଭିନ୍ନ ଉପକରଣ ଦେଖିବାକୁ ମିଳିଛି ଉକ୍ତ ସ୍କୁଲର ବିଜ୍ଞାନ ମେଳlରେ, ସୁନ୍ଦର ସୁସଜିତ ବିଭିନ୍ନ ବିଜ୍ଞାନ କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଲାଗୁଥବା ଲୋକଲୋଚନକୁ ଆସିଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବି. ଆର. ସି. ସି. ନୀଳାଦ୍ରି ଭୂଷଣ ଦାଶ, ସଂମ୍ମାନିତ ଅତିଥି ସଞ୍ଜୟ ପଣ୍ଡା, ସି. ଆର. ସି. ସି,.ପ୍ରତିଷ୍ଠାତା ତଥା ଅଧକ୍ଷା ନମିତା ଝା,ବିଚାରକ ଯଦୁମଣି ତରେଇ, ଗୋପୀନାଥ ପ୍ରଧାନ,ଦେବପ୍ରସାଦ ବେହେରା, ଜୋତିର୍ମୟୀ ମଙ୍ଗରାଜ,ସୁନୀଲ କୁମାର ବlଡତ୍ୟା କରିଥିବା ବେଳେ ଭାରତୀ ପୁଷ୍ପାସିଂ ରାଠୋର ଓ ମ୍ୟାନେଜେର ତ୍ରିଲୋଚନ ବାରିକ ସମେତ ଙ୍କ ତତ୍ୱାବଧାନ ରେ ଅନlନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ ରେ ବିଜ୍ଞାନ ମେଳା କୁ ସଫଳ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ l

ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ




