Education

କପିଳେଶ୍ଵରର ସଂସ୍କୃତ ବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଦିବସ ପାଳନ,

ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବନ୍ତଳା ପଂଚାୟତ କପାଷ୍ଟିକିରି ସ୍ଥିତ କପିଳେଶ୍ଵରସଂସ୍କୃତ ବିଦ୍ୟାଳୟ ରେ ଆଜି ସଂସ୍କୃତ ଦିବସ ପାଳିତ ହୋଇଯାଇଅଛି, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶାରଦା ଗୋପାଳ ପଟନାୟକ ଙ୍କ ଅଧକ୍ଷ ତାରେ ଆୟୋଜିତ କାର୍ଯ୍ୟ କ୍ରମ ରେ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଂସ୍କୃତ ଭାଷା ର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ପୁର୍ଣ ପଦ କ୍ଷେପ ଗ୍ରହଣ କରିବାକୁ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଟନାୟକ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୱରେ ସଂସ୍କୃତ ଭାଷାରେ ଅଭିଭାଷଣ ପ୍ରଦାନ କରିଥିଲେ, ସଂସ୍କୃତ ଭାଷାର ଗୁରୁତ୍ୱ ବର୍ଣନା କରିଥିଲେ,

Related Articles

Back to top button