State

” ବିଜେପି ବୌଦ୍ଧ ଜିଲ୍ଲା ମୁଣ୍ଡlପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଜାନ “


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ 2024, ମୁଣ୍ଡlପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା
ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଥିବା 8 ଗୋଟି ଶକ୍ତି କେନ୍ଦ୍ର ର ତ୍ରିଦେବ ଓ ମଣ୍ଡଳ ସ୍ତରୀୟ କର୍ମକତ୍ତା ମାନଙ୍କୁ ନୂତନ ସଦସ୍ୟ ତା ପ୍ରତି ବୁଥ ର ଘରକୁ ଘର ବୁଲି ଧାର୍ଯ୍ୟ ତାରିଖ ଭିତରେ ନୂତନ ସଦସ୍ୟ ଙ୍କୁ ସଦସ୍ୟତା କରିବା ସହିତ ସକ୍ରିୟ ସଦସ୍ୟ ତା ଲଖ୍ୟ କୁ କିପରି ହାସଲ କରିହେବ ସେ ବିଷୟରେ ବିଷଦ ମାର୍ଗ ଦର୍ଶନ ପ୍ରଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ l
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟlନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ସର୍ବଶ୍ରୀ ପୟୋଧର ମହାକୁଡ଼, ଧର୍ମୁଧାରା ପୋଢ଼, ସୁଶାନ୍ତ ବାଘ, ଶ୍ରୀମତୀ ଦୀପିକା ନାୟିକ ଙ୍କ ସହିତ 8 ଗୋଟି ଶକ୍ତି କେନ୍ଦ୍ର ର କର୍ମ କର୍ତ୍ତା ଙ୍କ ସହିତ ମଣ୍ଡଳ ସ୍ତରୀୟ କର୍ମକର୍ତା ପ୍ରଭୂତି ଯୋଗ ଦାନ କରିଥିଲେ l

Related Articles

Back to top button