ଭାରତୀୟ ମଜ଼ଦୂର ସଂଘ ସହବନ୍ଧିତ ଆଲୁମିନିୟମ ଠିକା ମଜ଼ଦୂର ସଂଘ ତରଫରୁ ଅନୁଗୋଳ ନାଲକୋନଗର ସ୍ଥିତ ଆଲୁମିନିୟମ ଠିକା ମଜ଼ଦୂର ସଂଘ କାର୍ଯ୍ୟଳୟ ଠାରେ ରାଷ୍ଟ୍ରୀୟ ପର୍ଯାବରଣ ଦିବସ (ଅମୃତାଦେବୀ ବଳିଦାନ ଦିବସ)


ଭାରତୀୟ ମଜ଼ଦୂର ସଂଘ ସହବନ୍ଧିତ ଆଲୁମିନିୟମ ଠିକା ମଜ଼ଦୂର ସଂଘ ତରଫରୁ ଅନୁଗୋଳ ନାଲକୋନଗର ସ୍ଥିତ ଆଲୁମିନିୟମ ଠିକା ମଜ଼ଦୂର ସଂଘ କାର୍ଯ୍ୟଳୟ ଠାରେ ରାଷ୍ଟ୍ରୀୟ ପର୍ଯାବରଣ ଦିବସ (ଅମୃତାଦେବୀ ବଳିଦାନ ଦିବସ) ଉପଲକ୍ଷେ
ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ଓଡ଼ିଶା ପ୍ରଦେଶ ର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦେହୁରୀ ସମସ୍ତ ଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନିମନ୍ତେ ଶପଥ ପାଠ କରାଇଥିଲେ,ସମ୍ମାନିତ ଅତିଥି ଭବେ ଭାରତୀୟ ମଜଦୂର ସଂଘ ର ଅନୁଗୋଳ ଜିଲ୍ଲା ସଭାପତି-ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ଓ P.S.E.N.C.E ର ସାଙ୍ଗଠନିକ ସମ୍ପାଦକ ଶ୍ରୀ ଗୋପାଳ ମଲ୍ଲିକ ,ଓ ଭାରତୀୟ ମଜ଼ଦୂର ସଂଘ ର ଅନୁଗୋଳ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ତ୍ରିପତି ସେନାପତି ଯୋଗଦେଇ ଥିଲେ, ଆଲୁମିନିୟମ ଠିକା ମଜଦୂର ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ ସେଠୀ, ସଭାପତି ଅଶୋକ ବେହେରା ,କାର୍ଯ୍ୟକାରି ସଭାପତି ଶ୍ରୀ ଅଶୋକ ଛୋଟରାୟ, ସହ ସାଧାରଣ ସମ୍ପାଦକ ଶ୍ରୀ ମଳୟ ପରିଡ଼ା, ସାଙ୍ଗଠନିକ ସମ୍ପାଦକ ଶ୍ରୀ ଇନ୍ଦ୍ରମଣି ରାଉଳ, ଉପସଭାପତି ବିନୟ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଲଳିତ ସାହୁ,ଓ ମହେନ୍ଦ୍ର ମହାନ୍ତି, ଆଲୋକ ରାଉତ ,ସୁବ୍ରତ ମହାନ୍ତି,ସମତେ ସଙ୍ଗଠନ ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ,




