Country

ପୁରୀ ଷ୍ଟର୍ଲିଂ ରେଶୋର୍ଟ ଠାରେ ଜାତୀୟ ଟିକସ ସମ୍ମିଳନୀ ଆୟୋଜନ

ପୂରୀ: ତା ୦୩.୦୨.୨୦୨୩

ଆଜି ପୁରୀ ଷ୍ଟର୍ଲିଂ ରେଶୋର୍ଟ ଠାରେ ଜାତୀୟ ଟିକସ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ବି ପି ଦାସ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଜର୍ଜ ମାଥାନ ଯୋଗ ଦେଇଥିଲେ।ଅଞ୍ଚଳ କପୁର, ଅମୃତସର,TIOL, ନୂଆଦିଲ୍ଲୀ ର ସାଇଲେନ୍ଦ୍ର କୁମାର, ମନୋଜ କୁମାର, ଯୋଧପୁର, କପିଲ ଜୈନ, ନୂଆଦିଲ୍ଲୀ କୋଲକୋଟା ର ସୁଭାଷ ଅଗ୍ରୱାଲ ବକ୍ତା ଭାବେ ଯୋଗ ଦେଇଥିଲେ। ପୂର୍ବାଞ୍ଚଳ ଭାରତ ର ଟିକସ ଅଭ୍ୟାସକାରୀ ମାନେ ସମ୍ମିଳନୀ ରେ ଭାଗ ନେଇଥିଲେ।ଆୟୋଜକ ଅଲ ଇଣ୍ଡିଆ ଫେଡରେସନ ଅଫ ଟ୍ୟାକ୍ସ ପ୍ରାକ୍ଟିସାନସ ର ବିବେକାନନ୍ଦ ମହାନ୍ତି, ସମ୍ମିଳନୀ ଚେୟାରମେନ ଓ ପ୍ରଦୋଷ ପଟ୍ଟନାୟକ ସମ୍ମିଳନୀ ସମ୍ପାଦକ ଆୟୋଜନ କରିଥିଲେ।

 

Related Articles

Back to top button