Country

ଛତିଆ ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯାଳୟ ଠାରେ ସମବାୟ ସମିତି ସଭାପତି ଭାଗ୍ୟଧର ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ,

ଛତିଆ ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯାଳୟ ଠାରେ ସମବାୟ ସମିତି ସଭାପତି ଭାଗ୍ୟଧର ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ, ସମବାୟ ସମିତି ର ପୂର୍ବତନ ସଭାପତି ମାଧବାନନ୍ଦ ମହାପାତ୍ର ଇଞ୍ଜିନିଅର ଅକ୍ଷୟ କୁମାର ନନ୍ଦ ଅକ୍ଷୟ ସ୍ୱାଇଁ ଧନେଶ୍ୱର ବେହେରା ଓ ହରିହର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,
ଚମ୍ପାପୁର ହାଟ ସ୍ଥିତ ପ୍ରାଥମିକ କୃଷି ସେବା ସମବାୟ ସମିତି ଅସ୍ଥାୟୀ କାର୍ଯାଳୟ ଠାରେ ସଭାପତି କୈଳାସ ରାଉତ ଜାତୀୟ ପତାକା ଉତ୍ତଳନ କରିଥିଲେ, ଚମ୍ପା ପୁର ର ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସମାଜ ସେବୀ ଦିଲୀପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ମହିଳା ପ୍ରତିନିଧି ମାନେଉପସ୍ଥିତ ରହିଥିଲେ,,

Related Articles

Back to top button