Country

78ତମ ସ୍ୱାଧୀନତା ଦିବସ ଅବସର ରେ ବଡ଼ଚଣା ବ୍ଲକ ଅଧୀନ ଛତିଆ ଗ୍ରାମପଞ୍ଚାୟତ ରେ ଆମ ଓଡିଶା ସମ୍ବାଦ ପରିବାର ଅଧକ୍ଷ ସୋମ୍ୟ ରଞ୍ଜନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ

ଆଜି ଦେଶର 78ତମ ସ୍ୱାଧୀନତା ଦିବସ ଅବସର ରେ ବଡ଼ଚଣା ବ୍ଲକ ଅଧୀନ ଛତିଆ ଗ୍ରାମପଞ୍ଚାୟତ ରେ ଆମ ଓଡିଶା ସମ୍ବାଦ ପରିବାର ଅଧକ୍ଷ ସୋମ୍ୟ ରଞ୍ଜନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ,ସରପଞ୍ଚ ରମେଶ ପୃଷ୍ଟି ସଭାପତିତ୍ୱ କରିଥିଲେ, ସମାଜ ସେବୀ ଅନନ୍ତ କିଶୋର ସେଣ୍ଡ ମଞ୍ଚ ପରିଚାଳନା କରିଥିଲେ,ସାମ୍ବାଦିକ ଭକ୍ତ ଚରଣ ସାହୁ ମୋହନ ଖିଲାର ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ବାସୁଦେବ ସ୍ୱାଇଁ ପ୍ରିୟ ନାଥ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଅରବିନ୍ଦ ସେଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ, ଛତିଆ ହାଇସ୍କୁଲ ଶଷିଦେବୀ ବାଳିକା ହାଇସ୍କୁଲ ମାତୃ ନିଳୟମ ଲିଟିଲ ଆଙ୍ଗଲ ପବ୍ଲିକ ସ୍କୁଲ ଓ ଶିଶୁ ମନ୍ଦିର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଏଥିରେ ଉପସ୍ଥିତ ରହିଥିଲେ,

Related Articles

Back to top button