Country
ଲେରିସ ଇନଷ୍ଟିଚୁସନ ରେ ସ୍ୱାଧୀନତା ଦିବସ ପାଳନ

ଛତିଆ ଲେରିସ ଇନଷ୍ଟିଚୂସନରେ ଆଜି ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା ଓ ରଚନା ଲିଖନ ପ୍ରତିଯୋଗିତା ହୋଇ ଥିଲା. କାର୍ଯ୍ୟକ୍ରମ ଟିକୁ ଶାନ୍ତନୁ ସ୍ୱାଇଁ ପରିଚାଳନା କରି ଥିଲେ. ସଂମ୍ମାନିତ ଅତିଥି ଅମୃତାନନ୍ଦ ମହାରାଜ, ଶିକ୍ଷକ ସନାତନ ସ୍ୱାଇଁ, ଶିକ୍ଷକ ସୁକାନ୍ତ ଲେଙ୍କା ଓ ଅଙ୍ଗଦ ପାଢ଼ୀ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଥିଲେ.




