Country

ତ୍ରିରଙ୍ଗା କ୍ଲବ ମନମୁଣ୍ଡା ତରଫରୁ 78 ତମ ସ୍ୱାଧୀନତା ଦିବସ ପାଳିତ l

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ତ୍ରିରଙ୍ଗା କ୍ଲବ ମନମୁଣ୍ଡା ,ଆନୁକୂଲ୍ୟରେ ଅନୁଷ୍ଠିତ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର ସଭାପତି ବୟନିକା ମୁଖ୍ୟ ଅତିଥିଭାବେ ଯୋଗଦାନ ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଜାତୀୟ ପତାକା ଉତ୍ତୋଳନରେ ଶତାଧିକ ଗ୍ରାମବାସୀ, ମା ମାଉସୀଙ୍କ ଉପସ୍ଥିତ ସହ ମାନ୍ୟଗଣ୍ୟ ବ୍ୟକ୍ତି ଦଶରଥ ସେଠି,ଜମେଶ ମେହେର, ଜିତେନ୍ଦ୍ର ମେହେର ସୁଦାମ ମଲ୍ଲିକ ପ୍ରକାଶ ମିଶ୍ର ରାଜା ମହାପାତ୍ର ଚନ୍ଦନ ମେହେର ଅନିଲ ମଲ୍ଲିକ ମନୋଜ ମେହେର ଆଦିଙ୍କ ଉପସ୍ଥିତରେ ଗ୍ରାମର ଗରିବ ଲୋକ ମାନଙ୍କୁ ଏହି ଅବସରରେ ଶୀତ ବସ୍ତ୍ର ବଣ୍ଟନ କରାଗଲା l

Related Articles

Back to top button