Country

78 ତମ ସ୍ୱାଧୀନତା ଦିବସ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପାଳିତ l “

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବିଜେପି ଜିଲ୍ଲା କାର୍ଯ୍ୟାଳୟ ରlମେଶ୍ୱର ବିହାର ବୌଦ୍ଧ ଠାରେ 78 ତମ ସ୍ୱାଧୀନତା ଦିବସ ମହା ସମା ରୋହରେ ପାଳିତ ହୋଇଥିଲା
ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପତାକା ଉତୋଳନ କରିବା ଅବସରରେ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ତପସ୍ୟା ବଳିଦାନ କୁ ମନେ ପକାଇ ଦେଶ ମାତୃକା ର ସେବାରେ ସମସ୍ତେ ଯୋଗଦାନ କରିବା ପାଇଁ ନିବେଦନ କରି ବକ୍ତବ୍ୟ ପ୍ରଦାନ କରି ଥିଲେ l
ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟନାୟିକ, ମନ ରଞ୍ଜନ ଦାସ, ନମିତା ରାଣୀ ଦାସ, ନିରଞ୍ଜନ ଦାନୀ, ରାଜ କୁମାର ମେହେର, ବ୍ୟାମାକେଶ ମହାପାତ୍ର, ବଇଁଶୀ ନାୟିକ ଙ୍କ ସହିତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ l

Related Articles

Back to top button