State
ଛତିଆ ଅମରେଶ୍ୱର ଙ୍କ ପୀଠ ରେ ପାଣି ଢ଼ାଳିଲେ କାଉଡିଆ,


-ଆଜି ପବିତ୍ର ଶ୍ରାବଣ ମାସ ସୋମ ବାର ରେ ଛତିଆ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ରେ କାଉଡିଆ ଭାଇ ମାନେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଛି, ବହୁ ଦୂର ଦୁରାନ୍ତ ତଥା ଆଖ ପାଖ ରୁ ସହ ସହ ସଂଖ୍ୟା ରେ ଭକ୍ତ ମାନଙ୍କ ର ସମାଗମ ହୋଇଥିଲା, ପୂଜକ ଅକ୍ଷୟ ପଣ୍ଡା ବେଦ ମନ୍ତ୍ର ପାଠ କରି ବାବା ଅମରେଶ୍ୱର ଙ୍କୁ ସ୍ତୁତି କରିଥିଲେ, ବହୁ ମା ମାନେ ମଧ୍ୟ ଶିବ ଲିଙ୍ଗ ରେ ପାଣି ଢାଳି ଆଶୀର୍ବାଦ ଭିକ୍ଷା କରିଥିଲେ,, ଓଁ ନମ ଶିବାୟ, ହର ହର ବାବା ଭୋଲେବାବା ଶବ୍ଦ ରେ ମନ୍ଦିର ମୁଖ ଶାଳା ମୁଖରିତ ହୋଇ ଉଠିଥିଲା,




