State

ମା ତାରିଣୀଙ୍କ ପୀଠରେ ଆଜି ଚିତା ଲାଗି ଅମାବାସ୍ୟା ଥିବାରୁ ମା ଙ୍କ ବିଶେଷ ପୂଜା ଅର୍ଚ୍ଚନା

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ଆଜି ଚିତା ଲାଗି ଅମାବାସ୍ୟା ଥିବାରୁ ମା ଙ୍କ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମାଙ୍କୁ ମହାସ୍ନାନ, ନୂତନ ବସ୍ତ୍ର ,ବିଭିନ୍ନ ଫୁଲ ହାରରେ ସୁସଜ୍ଜିତ କରାଯାଇଥାଏ। ବିଭିନ୍ନ ଭୋଗରାଗ , ସହିତ ଚିତଉ ପିଠା ଲାଗି କରାଯାଇଥିଲା। ସଂଧ୍ୟାରେ ଆଳତୀ ପରେ ରାତ୍ରରେ ପହଡ ପଡିବ।

Related Articles

Back to top button