State

ରକ୍ତହୀନତା ଦୂରୀକରଣ ଉପରେ ତାଲିମ ଏବଂ ବୈଦ୍ୟ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ

 

କଳାହାଣ୍ଡି ଜିଲ୍ଲା ସିନାପାଲି ବ୍ଲକ ଚଟିଆଗୁଡା ପଂଚାୟତ ଠାରେ ପୀରମଳ ଫାଓନଡେସନ ଦ୍ୱାରା ସିନାପାଲି ବ୍ଲକ ପାରମ୍ପରିକ ବୈଦ୍ୟ ମାନଙ୍କୁ ନେଇ *ରକ୍ତ ହୀନତା* ଦୂରୀକରଣ ଉପରେ ତାଲିମ ପ୍ରଦାନ କରାଯାଇ ଗାଁ ଗହଳି ରେ ସହଜ ରେ ମିଲୁ ଥିବା ପନିପରିବା, ଶାଗ, ଜଙ୍ଗଲ ଜାତ ଫଳ ମୂଳ ଦ୍ରବ୍ୟ ର ଉପକାରିତା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବୈଦ୍ୟ ବିରବାହୁ ମାଝୀ ,

 ଓଁକାର ମାଝୀ, ଯୋଗେଶ୍ୱର ନାଏକ, ନକୁଳ ମାଝୀ, କୂଳେନ୍ଦ୍ର ଠାକୁର, ମହାଦେବ ସା, ପୂର୍ଣ୍ଣ ମାଝୀ, ଦେଚନ ମାଝୀ, ପ୍ରଭାକର ମାଝୀ, ତୁଳସୀ ପଟେଲ, ଅନିରୁଦ୍ଧ ମାଝୀ, ତ୍ରିବିକ୍ରମ ମାଝୀ, ହରି ହଂସ, ଗଣେଶ ଚିନ୍ଦା, ଡିଙ୍ଗର ମାଝୀ, ଉପେନ ବାଗ ,କ୍ଷୀରସିନ୍ଧୁ ଚିନ୍ଦା, ରାଜା ରାମ ଗହୀର, ଭୁବନେଶ୍ୱର ନାଏକ, ଆନ୍ତରମ ବିଶି, ଯୁଗଲାଲ ମାଝୀ, ଗମ୍ଭୀର ଚିନ୍ଦା, ଲୋଚନ ଚିନ୍ଦା, ନୀଳାକାନ୍ତ ମାଝୀ, କ୍ଷମା କୈବର୍ତ, ଘେନୁରାମ ବାଗ, ଧନୀ ମାଝୀ. ପାରମ୍ପରିକ ବୈଦ୍ୟ ଉପସ୍ଥିତ ଥିଲେ ପରେ ଚଟିଆଗୁଡା ପଂଚାୟତ ଠାରେ ବୃକ୍ଷ ରୋପଣ କରାଯାଇ ବୈଦ୍ୟ ମାନଙ୍କୁ ବୃକ୍ଷ ବଣ୍ଟନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ କୁ ପିରାମଳ ସ୍ୱାସ୍ଥ୍ୟ ଫାଓନଡେସନ କର୍ମୀ ମନୋଜ ରତେ ପରିଚାଳନା କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button