Education

ଲିଟିଲ ୱାଲଡ଼ ଇଂଲିଶ ମିଡ଼ିଅମ ସ୍କୁଲରେ ସବୁଜ ଦିବସ ପାଳିତ l

ଲିଟିଲ ୱାଲଡ଼ ଇଂଲିଶ ମିଡ଼ିଅମ ସ୍କୁଲରେ ସବୁଜ ଦିବସ ପାଳିତ l
ବାଲୁଗାଁ 18/7/24ଖୋର୍ଦ୍ଧାଜିଲ୍ଲା ଚିଲିକା ବ୍ଲକ ବାଲୁଗାଁସ୍ଥିତ ଲିଟିଲ ୱାଲଡ଼ ଇଂଲିଶ ମିଡ଼ିଅମ ସ୍କୁଲ ପରିସରରେ

200ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଶିକ୍ଷୟତ୍ରୀ ଭାରତୀ ପୁଷ୍ପା ସିଂ ରାଠୋର,ଅର୍ଚନା ସିଂ,ଜ୍ୟୋତି ପ୍ରଧାନ, ରିତାଞ୍ଜଳୀ ଜାଲ୍ଲୀ, ନିବେଦିତା ଜେନା, ମିନତୀ ମହାପାତ୍ର, ସ୍ମୃତି ଶତପଥୀ,ଶିକ୍ଷକ ସୁଗନ୍ଧ ରାଜ ଜେନା,ତ୍ରିଲୋଚନ ବାରିକ, ମନୋଜ ବିଶ୍ୱାଳ, ସୁନୀଲ ବଡତ୍ୟା ଙ୍କ ନିର୍ଦେଶ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେl l ଏହି ଉତ୍ସବ ରେ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଅଜୟ ମିଶ୍ର ଓ ସର୍ବେ ଅଫ ଇଣ୍ଡିଆ ର ସର୍ବେ ଅଫିସର ଶ୍ରୀଯୁକ୍ତ ରାଧା ମୋହନ ମହାପାତ୍ର ପିଲାମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ ସମାଜ ପ୍ରତି କେତେ ଉପାଦେୟତା ତାହା ନିଜର ବକ୍ତବ୍ୟ ମାଧମ ରେ ପ୍ରକାଶ କରିଥିଲେ l ଶେଷରେ ଅଧକ୍ଷା ନମିତା ଝା ଧନ୍ୟବାଦ ଅର୍ପଣ କରିଥିଲେ l
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନିୟୁଜ l

Related Articles

Back to top button