State

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଜୟ ଜଗନ୍ନାଥ ସେବା, ଗଣେଶ ବଜାର ପକ୍ଷରୁ ସ୍ଥାନୀୟ ଗଣେଶ ବଜାର ଠାରେ ଆଜି ଆଠ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା।

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଜୟ ଜଗନ୍ନାଥ ସେବା, ଗଣେଶ ବଜାର ପକ୍ଷରୁ ସ୍ଥାନୀୟ ଗଣେଶ ବଜାର ଠାରେ ଆଜି ଆଠ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା। ପ୍ରସାଦରେ ଉପମା, ଡ଼ାଲମା, ଘୁଗୁନି ଆଦି ସଂଘର ସଦସ୍ୟ ବଣ୍ଟନ କରିଥିଲେ। ରଞ୍ଜନ କୁମାର ବେହେରା, ଚନ୍ଦନ ବେହେରା, ଗଣେଶ କୁମାର ସେଠୀ, ନରେନ୍ଦ୍ର ସେଠୀ, ସୁଧାକର ଦଳେଇ, ଶ୍ରଦ୍ଧାଞ୍ଜଳି ସାହୁ, ଚନ୍ଦ୍ରକାନ୍ତ ସ୍ୱାଇଁ, ଶେଖ୍ ନହୁ ଓ ସୁପନ୍ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Related Articles

Back to top button