State

ଆଜି ଢେଙ୍କାନାଳରେ ପୁଣି ଅଟକି ରହିଥିବା ରଥ ଟଣା ୧୦:୦୧ ସମୟ ଆରମ୍ଭ ହୋଇଥଲା।

ଆଜି ଢେଙ୍କାନାଳରେ ପୁଣି ଅଟକି ରହିଥିବା ରଥ ଟଣା ୧୦:୦୧ ସମୟ ଆରମ୍ଭ ହୋଇଥଲା। ବଡ ରଥକୁ ପୁରୁଷମାନେ ଓ ସାନ ରଥକୁ ମହିଳାମାନେ ଟାଣି ଟାଣି ବାଜିଚୈକ ସ୍ଥିତ ମାଉସୀ ମା ଘରେ ପହଞ୍ଚିଥିଲା। ବଡ ରଥ ୧:୩୪ ସମୟ ଓ ସାନ ରଥ ୧:୩୮ ସମୟରେ ପହଞ୍ଚିଥିଲା

Related Articles

Back to top button