State

ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ବୌଦ୍ଧ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ପାଳିତ l

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ରେ ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ମହାସମାରୋହରେ
ପାଳିତ ହୋଇଥିଲା l ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ତ୍ଵରେ ଆୟୋଜିତ ଜୟନ୍ତୀ ଉତ୍ସବ ରେ କଣ୍ଟାମାଳ ବିଧାନସଭା ର ବିଧାୟକ ଶ୍ରୀ ଯୁକ୍ତ କନ।ହିଁ ଚରଣ ଡ।ଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ବହୁମୁଖି ପ୍ରତିଭା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଆଜିର ଏହି ଜନ୍ମ ଜୟନ୍ତୀ ଉତ୍ସବ ରେ ଦଳର ବରିଷ୍ଠ ନେତାମାନେ ସର୍ବଶ୍ରୀ ପ୍ରତ୍ୟୁଷ କୁମାର ରଥ , ବ୍ଲକ ଅଧ୍ୟକ୍ଷ ବୌଦ୍ଧ, ସୁଶାନ୍ତ କୁମାର ବାଘ ,ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ , ଶ୍ୟାମ ସୁନ୍ଦର ପୁରୋହିତ, ମନୋରଞ୍ଜନ ଦାସ, ନମିତା ରାଣୀ ଦାସ ,ଅଟଳ କୁମାର ପ୍ରଧାନ ,ନିରଞ୍ଜନ ଦାନୀ, ଯୀଶୁ ପ୍ରଧାନ, ଡମ୍ବରୁ କଂହର, ଶମ୍ଭୁ ପ୍ରଧାନ, ଯୁଗଳ ମେହେର ,ଶଙ୍କର କର୍ଣ୍ଣ , ବଂଶୀ ଧର ନାୟକ , ବଳରାମ ବାଘ , ନବୀନ ହୋତା ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ।

Related Articles

Back to top button