ଛତିଆ ଶଷିଦେବୀ ଗାର୍ଲସ ହାଇସ୍କୁଲ ର ଜୟଶ୍ରୀ ରାଉତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କଲେ


ଛତିଆ ଶଷିଦେବୀ ଗାର୍ଲସ ହାଇସ୍କୁଲ ର ଜୟଶ୍ରୀ ରାଉତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କଲେ, ରାଜ୍ୟ ସାହିତ୍ୟ ଏକାଡୋମୀ ପକ୍ଷରୁ ଗତକାଲି ଯାଜପୁର ଜିଲ୍ଲା ସଂସ୍କୃତି ଭବନ ମୁନିସିପାଲିଟି ହାଇସ୍କୁଲ ଠାରେ ରାଜ୍ୟ ସାହିତ୍ୟ ଏକାଡୋମୀ ସ୍ଵନ କ୍ଷେତ୍ର ଦିବସ 2024ପାଳନ ଅବସର ରେ ଜିଲ୍ଲା ସ୍ତରୀୟ ସାହିତ୍ୟ ସମ୍ପର୍କିତ ବକ୍ତୃତା, କବିତା, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଜିଲ୍ଲା ପାଳ ନିଖିଳ ପବନ କୁମାର, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ,ଛତିଆ ଶଶୀ ଦେଵି ଗାର୍ଲସ ହାଇସ୍କୁଲ ର ଛାତ୍ରୀ ଜୟଶ୍ରୀ ରାଉତ ବରିଷ୍ଟ ବର୍ଗ ରୁ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ନିଜ ବିଦ୍ୟାଳୟ ର ଗୌରବ ବର୍ଦ୍ଧନ କରିଛନ୍ତି,ନିଜ ର ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ର ନାଁ ଟେକ ରଖିଛନ୍ତି, ଆଜି ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଦିଆଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,,




