କପିଳେଶ୍ୱର ସଂସ୍କୃତ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ, ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବନ୍ତଳା ପଂଚାୟତ କପାଷ୍ଟିକିରି ସ୍ଥିତ କପିଳେଶ୍ଵରସଂସ୍କୃତ ବିଦ୍ୟାଳୟ ର 34ତମ ପ୍ରତିଷ୍ଠା ଦିବସ ଆଜି ପାଳିତ

କପିଳେଶ୍ୱର ସଂସ୍କୃତ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ, ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବନ୍ତଳା ପଂଚାୟତ କପାଷ୍ଟିକିରି ସ୍ଥିତ କପିଳେଶ୍ଵରସଂସ୍କୃତ ବିଦ୍ୟାଳୟ ର 34ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଅଛି ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ ର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଓ ମହା ବିନାୟକ ସଂଗୀତ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ବଡ଼ଚଣା ବରିଷ୍ଟ ନାଗରିକ ମଞ୍ଚ ର ସଭାପତି ,ଶ୍ରୀଯୁକ୍ତ ଅଜିତ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଙ୍କ ଉଦେଶ୍ବରେ ଅନେକ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ,ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶାରଦା ଗୋପାଳ ପଟନାୟକ ଙ୍କ ଅଧକ୍ଷ ତାରେ ଆୟୋଜିତ ସଭା ରେ ବଡ଼ଚଣା ବ୍ଲକ ଓସ୍ତା ସମ୍ପାଦକ ଶ୍ରୀଯୁକ୍ତ ସତ୍ୟ ବାଦୀ ପଣ୍ଡା ବାତୋ କ୍ଳ ଷ୍ଟର CRCC ଅଞ୍ଜଳି ମହାନ୍ତି ଯାଜପୁର ଜିଲ୍ଲା ସଂସ୍କୃତ ମହା ମଣ୍ଡଳ ର ବରିଷ୍ଠ କର୍ମ କର୍ତ୍ତା ଭୀମ ସେନ ଭୂଇଁଆ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପରମାନନ୍ଦ ମହାରଣା ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରାକ୍ତନ ସରପଞ୍ଚ ଉମାକାନ୍ତ ସ୍ୱାଇଁ ସ୍ଥାନୀୟ ସରପଞ୍ଚ ସମୀର ରାଉତ ଦୟାଶୁଣି ୟୁଜି ଏମ ଇ ସ୍କୁଲ ର ପ୍ରଧାନ ଶିକ୍ଷକ ବଳରାମ ରଣାଓ କପାଷ୍ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ୱ ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ, ଶିକ୍ଷକ ପଦ୍ମ ନାଭ ପ୍ରଧାନ ମଞ୍ଚ ପରିଚାଳନା କରି ଥିବା ବେଳେ ଆଲୋକ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ, ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ, ଶିକ୍ଷା ବର୍ଷ 2023/2024ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା, ଜୁନିଅର ବିଭାଗ ରୁ ପଦ୍ମ ନାଭ ମହାନ୍ତି ଓ ସିନିଅର ବିଭାଗ ରୁ ଲିଜା ନାୟକ ଙ୍କୁ ମୁଖ୍ୟ ଅତିଥି ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ,ଛାତ୍ରୀପୂଜା ନାୟକ ଓ ଆକାଂକ୍ଷା ସ୍ୱାଇଁ ମଞ୍ଚ ରେ ଠିଆ ହୋଇ ଭାଷଣ ମାଧ୍ୟମ ରେ ନିଜ ବିଦ୍ୟାଳୟ ର ଗୁଣ ଗାନ କରିଥିଲେ,ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପରିଚାଳନା କମିଟି ର ସଭ୍ୟ ସଭ୍ୟ, କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




