State

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିଯୁକ୍ତି ନକରିବା ପାଇଁ ସଚେତନ ରେଲି ଅନୁଷ୍ଠିତ

*ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିଯୁକ୍ତି ନକରିବା ପାଇଁ ସଚେତନ ରେଲି ଅନୁଷ୍ଠିତ* କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିଯୁକ୍ତି ନକରିବା ପାଇଁ ସଚେତନ ରେଲି ଅନୁଷ୍ଠିତ। 

 ଶିଶୁ ଶ୍ରମିକଙ୍କ ବିରୋଧରେ ଏକ ମାସ ଧରି ଅଭିଯାନ କରିବା ପାଇଁ ୨୨ତାରିଖ ଶନିବାର ଦିନ ଭବାନୀପାଟଣା ସହରରେ ଏକ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି। ଶିଶୁ ଶ୍ରମିକଙ୍କୁ ନିୟୋଜିତ ନକରିବାକୁ ପ୍ରତିଶ୍ରୁତି ଦେଇ ଏଡିଏମ୍ (ସାଧାରଣ) ଏହି ରାଲିକୁ ଆନୁଷ୍ଠାନିକ ଭାବରେ ଫ୍ଲାଗ୍ ଦେଖାଇ ଆରମ୍ଭ କରିଥିଲେ। ଏହି ରାଳୀ ରେ ଜିଲ୍ଲା ଶ୍ରମ କର୍ମଚାରୀ, ଡିସିପିଓ କର୍ମଚାରୀ, ଡିଏସଡବ୍ଲୁଏ କର୍ମଚାରୀ, ପୋଲିସ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଏନ୍ଏମ୍ ଛାତ୍ର, ଏନଜିଓ ଏବଂ ଛାତ୍ରମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶିଶୁ ଶ୍ରମିକ ମୁକ୍ତ କାଲାହାଣ୍ଡି ନାର ଦେଇ ହୋଟେଲ, ଗ୍ୟାରେଜ୍ ଦୋକାନଗୁଡିକର ମାଲିକମାନଙ୍କୁ ଅଭିବାଦନ ଜଣାଇବା ସହ ଶିଶୁ ଶ୍ରମିକଙ୍କୁ ନିୟୋଜିତ ନକରିବା ଏବଂ ସୁନିଶ୍ଚିତ କରିବା ଶହ ଆମେ ବିଭିନ୍ନ ଶିଶୁ ପ୍ରତିଷ୍ଠାନରେ ଷ୍ଟିକରିଂ କରି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରୁନାହୁଁ ବୋଲି ସଚେତନ କରାଇ ଥିଲେ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button