Religion

ଆଜି ମଦନମୋହନଙ୍କ ପଞ୍ଚମ ଦିବସର ବେଶ ନଟବର ବେଶ

ଢେଙ୍କାନାଳ ଭାଗୀରଥି ସାଗର କୂଳରେ ଥିବା ଚନ୍ଦନ ବେଦିରେ ଏକୋଇଶି ଦିନ ଧରି ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଏ। ଆଜି ଅନ୍ତିମ ତଥା ପଞ୍ଚମ ଦିବସରେ ନଟବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମଦନମୋହନ। ପ୍ରଥମ ଦିବସରେ ଗରୁଡ଼ ଗୋବିନ୍ଦ, ଦିତୀୟ ଦିବସରେ ବତ୍ସାହରଣ, ତୃତୀୟ ଦିବସ ଗିରି ଗୋବର୍ଦ୍ଧନ, ଚତୁର୍ଥ ଦିବସ କାଳିଆଦଳନ ଓ ପଞ୍ଚମ ଦିବସ ନଟବର ବେଶ କରାଯାଇଥାଏ। ଆସନ୍ତା ୩୧ତାରିଖ ଦିନ ହଳଦୀ ପାଣି ମଦନମୋହନଙ୍କ ର ପାଳନ କରାଯିବ।ପୂଜକ ମଳୟ କର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ନଟବର ବେଶ ପାଳନ କରାଯାଇଛି।

Related Articles

Back to top button