Education

+2science ରେ କୃତିତ୍ୱ ହାସଲ କରିଥିବା କଲେଜ ଟପର ଙ୍କୁ ଶୁଭେଚ୍ଛା

 

ବାବା ଭୈରବା ନନ୍ଦ ସୋୟଂ ଶାସିତ ମହା ବିଦ୍ୟାଳୟଚଣ୍ଡିଖୋଲ ର +2science ରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ର ଲିଟୁନା ସାହୁ ଙ୍କୁ ଆଜି କଲେଜ ପକ୍ଷରୁ ତଥା ସ୍ଥାନୀୟଅଞ୍ଚଳ ବାସି ଶୁଭେଚ୍ଛା ଜଣାଇଛନ୍ତି, ମହା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ତାଙ୍କର ଉଜ୍ୱଳ ଭବିଷ୍ୟତ ଓ ନିରୋଗ ଜୀବନ କାମନା କରିଛନ୍ତି,ଲିଟୁନା ସର୍ବୋଚ୍ଚ 547ନମ୍ବର ରଖି କଲେଜ ର ଗୌରବ ବର୍ଦ୍ଧନ କରିଛନ୍ତି, ତାଙ୍କ ଘର ବଡ଼ଚଣା ବ୍ଲକ ଶାଳପଡା ପଂଚାୟତ ହରଣ ଟୀଗିରି ଗ୍ରାମ ରେ, ଲିଟୁନା ଙ୍କ ପିତା ଅଭିରାମଓ ମା ମେନକା କଲେଜ ର ଅଧକ୍ଷ ମନୋଜ ଦାସ ତଥା ସମସ୍ତ ଅଧାପକ ଓ ଅଧ୍ୟାପିକା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button