Religion

ମା ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ

 ବୈରୀ ମା ମଙ୍ଗଳା ଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଚଳିତ ମାସ 20ତାରିଖ ଠାରୁ 23ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି, ଏଥି ସହିତ ବିଶ୍ୱ ଶାନ୍ତି ମହା ଯଂଜ୍ଞ ମଧ୍ୟ ଅନୁଷ୍ଠିତ ହେଉଅଛି, ଆଜି ପ୍ରଥମ ଦିନ ଅଙ୍କୁରୋପଣ କଳସ ଯାତ୍ରା ପରେକୁନି କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା, ସିଦ୍ଧ ଗିରି ଆଶ୍ରମ ର ମହନ୍ତ ବ୍ରହ୍ମ ଚାରି ବିଶ୍ୱନାଥ ଦାସ ମହାରାଜ ଙ୍କ ଅଧକ୍ଷ ତାରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ହଜାର ହଜାର ସଂଖ୍ୟା ରେ ନର ନାରୀ ହରି କଥା ଶ୍ରବଣ କରିବା ସହିତ ମା ଙ୍କ କୃପା ଭିକ୍ଷା କରିଥିଲେ,ପ୍ରସାଦ ସେବନ କରିଥିଲେ, ଉକ୍ତ ସମିଳନୀ ରେ ପୁରୀ ସ୍ୱାମୀ ଅଖୟା ନନ୍ଦ ସରସ୍ବତୀ, ଚନ୍ଦକା ବାବା ଭାସ୍କର ଦାସ ମହାରାଜ ସତ୍ୟ ଭାମା ସରସ୍ବତୀ ମହାରାଜ ବଡ଼ କ୍ଷୀର ର ମହନ୍ତ ଅନନ୍ତ ରାମ ଦାସ ଜି ସାନ୍ୟାସିନୀ ସୁଲୋଚନା ମା ଓ ଚନ୍ଦକା ହରିଅମ ତତ ସତ ମଠ ର ହରି ବାବା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଭକ୍ତ ମାନଙ୍କୁ ହରି କଥା ଶ୍ରବଣ କରାଇଥିଲେ, ଆସନ୍ତା କାଲି 22ତାରିଖ ସନ୍ଧ୍ୟା ରେ ଶରଣାର ବିନ୍ଦ ଓଝା ପ୍ରବଚନ ଦେବେ ଓ 23ତାରିଖ ଦିନ ସନ୍ଧ୍ୟା ରେ ପ୍ରାର୍ଥନା ମଞ୍ଚ ର ରବୀନ୍ଦ୍ର ମହାପାତ୍ର ଆୟୋଜିତ ଭଜନ ସନ୍ଧ୍ୟା ରେ ଯୋଗ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଅଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

 

Related Articles

Back to top button