Religion
ଶନିଶ୍ଚର ଭଟାରିକା ମହା ଯଂଜ୍ଞ

ଶନିଶ୍ଚର ଭଟାରିକା ମହା ଯଂଜ୍ଞ ଜଳଉକା ଶନିଶ୍ଚର ମହା ଗ୍ରହ ଙ୍କ ପୀଠ ପ୍ରାଙ୍ଗଣରେ ସପ୍ତ ଦଶ ତମ ବାର୍ଷିକ ପଞ୍ଚ ଦିବ ସିୟ ଶନିଶ୍ଚର ଭଟାରିକା ମହା ଯଂଜ୍ଞ ଆଜି ଶେଷ ହୋଇଅଛି,କର୍ତ୍ତା ଭାବେ ସ୍ୱୟଂ ଶନି ମହା ଗ୍ରହ ଆସନ ଅଳଙ୍କୃତ କରିଥିବା ବେଳେ ପ୍ରାକ୍ତନ ସରପଞ୍ଚ ଭୁବନାନନ୍ଦ ରାଉତ ଠାକୁର ଙ୍କ ପ୍ରତିନିଧି ଭାବେ ଦାଇତ୍ୱ ତୁଲାଇଥିଲେ, ପଣ୍ଡିତ ପବିତ୍ର ପଣ୍ଡା ଜଗନାଥ ପଣ୍ଡା କୃଷ୍ଣ ଚନ୍ଦ୍ର ପଣ୍ଡା ଅକ୍ଷୟ ମିଶ୍ର ବେଦ ପାଠ କରିଥିଲେ, ତପବନ ଆଶ୍ରମ ଜାରକା ର ଦିବାକର ରାଉତ ବିଚାର ମଠ ର ମଠଧୀଶା ହରେକୃଷ୍ଣ ଦାସ ସ୍ଥାନୀୟ ସରପଞ୍ଚ ରଶ୍ମି ରଞ୍ଜନ ରାଉତ ସମାଜସେବୀ ଅକ୍ଷୟ କୁମାର ହାତୀ ନକୁଳ ରାଉତ ତଥା ବହୁ ସାଧୁ ସନ୍ଥ ଙ୍କର ସମାଗମ ଦେଖିବାକୁ ମିଳିଥିଲା, ସମସ୍ତେ ପ୍ରସାଦ ସେବନ କରିଥିଲେ, ଦିବସ ବ୍ୟାପି ନାମ ସଂକୀର୍ତନ ଚାଲିଥିଲା, ପୂର୍ଣ୍ଣାହୁତି ସମୟ ରେ ହରିବୋଲ ହୁଳହୁଳି ଶବ୍ଦ ରେଆଧ୍ୟାତ୍ମିକ ତଥା ଆନନ୍ଦ ମୟ ପରିବେଶ ସୃଷ୍ଟି ହୋଇଥିଲା,