State

ମା ସୁନ୍ଦରୀଶୁଣୀ ଦେବୀଙ୍କର ମହାଚଣ୍ଡି ଯଜ୍ଞର ପୂର୍ଣାହୁତି

 

ଢେଙ୍କାନାଳ ୧୦/୫ : ଢେଙ୍କାନାଳ କଲେଜ ବାଇପାସ୍‌ ସ୍ଥିତ ମାଁ ସୁନ୍ଦରୀଶୁଣୀ ଦେବୀଙ୍କର ମହାଚଣ୍ଡି ଯଜ୍ଞର ପୂର୍ଣାହୁତି ହୋଇଯାଇଛି । ଗତ ୭ ଠାରୁ ଆରମ୍ଭ ହୋଇଥିବା ଉକ୍ତ ଯଜ୍ଞ ମହା ଆଡମ୍ବର ଓ ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ମୁଣ୍ଡମଣ୍ଡଳାଦି ପୂଜା, ଠାକୁରାଣୀଙ୍କ ଷୋଡଶୋପଚାର ପୂଜା, ବିଭିନ୍ନ ରୋଗ ଭୋଗରାଗ ଲାଗି, ଚଣ୍ଡୀ ପାଠ ଇତ୍ୟାଦି ଅନୁଷ୍ଠିତ ହୋଇ ଅଦ୍ୟ ୧୦ ତାରିଖରେ ପୂର୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା ଥିଲା I । ପୂଜକ ରାଜକି ରାଜକିଶୋର ମିଶ୍ର ଓ ତାଙ୍କ ସହ‌ଯୋଗୀମାନେ ପୂଜାର୍ଚ୍ଚନା କରିଥିଲା । କର୍ତା ରାଜେଶ ଦାସ, କର୍ତୀ ବିଜ୍ଞା ଦାସ, ସଭାପ ଭାପତି ବୁଟୁ ପଟ୍ଟନାୟକ ସମ୍ପାଦକ ଜିଲୁ ନନ୍ଦ କୋଷାଧ୍ଯକ୍ଷ ଝୁଲା ମହାନ୍ତି ଓ କମିଟି ର ସମସ୍ତଙ୍କ ଉପସ୍ଥିତିରେ ଏହି ମହାଚଣ୍ଡୀ ଯଜ୍ଞ ଅନୁ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button