LIVE TV

ଶନିଶ୍ଚର ଦେବଙ୍କ ଷଷ୍ଠ ଜନ୍ମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ ୧୦/୫: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାରସ୍ଥିତ ଶନିଶ୍ଚର ଦେବଙ୍କ ଷଷ୍ଠ ଜନ୍ମ ବାର୍ଷିକୋତ୍ସବ ଉପଲକ୍ଷେ ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା ସହ ୨୫ରୁ ୨୫ରୁ ଉର୍ଦୁ ଭକ୍ତ କଳସ ଧରି ଏକ ଶୋଭାଯାତ୍ରାରେ ମନ୍ଦିର ନିକଟରେ ପହଁଚିଥିଲେ । । ପରେ ଅଧୁବାସ ପୂଜା, ମଣ୍ଡଳାଦିପ୍ୟୁ ପୂଜା ଓ ଅଗ୍ନି ସଂସ୍କାର ଅନୁଷ୍ଠିତ ହୋଇଥିଲା । ଉକ୍ତ ପୂଜା ୩ଦି ୩ଦିନ ଧରି ଚାଲିବା ସହିତ ଆସନ୍ତା ୧୨ ତାରିଖରେ ପୂର୍ଣାହୁତି ନୁତି ଅନୁଷ୍ଠିତ ହେବ । ପୂଜକ ରୁଦ୍ର ନାରାୟଣ କବିଶତପ ବିଶତପଥୀ, କର୍ତା ଶେଷଦେବ ରାଉତ, କର୍ତୀ ପ୍ରମିଳା ରାଉତଙ୍କ ସମେ ମେତ ବିନୋଦ କୁମାର ବେହେରା, ଜ୍ୟୋତ୍ସ୍ନାମୟୀ ବ୍ରହ୍ମ, ନନ୍ଦ କିଶୋର ବ୍ରହ୍ମଙ୍କ ସହିତ ସମସ୍ତ ସାହିବାହ ସାହିବାସୀନ୍ଦାଙ୍କ ଉପସ୍ଥିତିରେ ସମସ୍ତ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥୁଲା ।

Related Articles

Back to top button