State

ପବିତ୍ର ରଥଯାତ୍ରା ପାଇଁ ଢେଙ୍କାନାଳ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ

ପବିତ୍ର ରଥଯାତ୍ରା ପାଇଁ ଢେଙ୍କାନାଳ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ କରାଯାଇଥିଲା। ୯:୫୪ ସମୟରେ ବଳରାମ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ରଥଗଡା ସ୍ଥିତ ରଥଖଳାଠାରେ ପୂଜାର୍ଚ୍ଚନା କରାଯାଇ ୧୦:୧୩ ସମୟରେ ଆଜ୍ଞାମାଳ ଲାଗିକରାଗଲା ରଥକାଠରେ। ପୂଜକ ମଳୟ କର, ପାଳିଆସେବକ ସମ୍ଭୁନାଥ ମହାପାତ୍ର ବିଶ୍ଵକର୍ମା ଅଶୋକ ମହାପାତ୍ର, ଓ ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ଉପସ୍ଥିତ ରେ ଏହି ରଥକାଠ ଅନୂକୂଳ ହୋଇଥିଲା

Related Articles

Back to top button