State

କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଜା)ର ପୂର୍ବତନ ସଭାପତିଙ୍କୁ ଶ୍ରଦ୍ଧlଞ୍ଜଳି 

 

କଣ୍ଟାମାଳ :10:05:2024 ( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ (କବ୍ଜା )ର ପୂର୍ବତନ ଦିବଂଗତ ସଭାପତି ଦୁର୍ବାକ୍ଷା ବସ୍ତିଆଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ ସଂଘ ପକ୍ଷରୁ ପଲସlଗୋରାଠାରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ, ବଂଶୀଧର ମାଝୀ, ଦେବାଶିଷ ମଲିକ, ରଞ୍ଜନ କୁମାର ପାତ୍ର, ଅନନ୍ତ ଖମାରି, ରବୀନ୍ଦ୍ର କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ବସ୍ତିଆଙ୍କ ସ୍ମୃତି ଚାରଣ କରି ତାଂକ ଫଟୋରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧlଞ୍ଜଳି ଅର୍ପଣ କରିଥିଲେ l ପ୍ରଥମେ ସାମୁହିକ ଭାବରେ ଦୀପ ପ୍ରଜ୍ୱଳନ କରି ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button