Business

ଢେଙ୍କାନାଳ ରେ ଚାନ୍ଦି ଭଣ୍ଡାର ୧୩ ନମ୍ବର କାଉଣ୍ଟର।

ଢେଙ୍କାନାଳ କୁଞ୍ଜକାନ୍ତ ଠାରେ ଚାନ୍ଦିଭଣ୍ଡାରର ତେର ନମ୍ବର କାଉଣ୍ଟର ଉଦଘାଟନ ହୋଇଯାଇଅଛି। ଦୋକାନର ପ୍ରୋପାଇଟର ମାନିକ୍ ହଂସ ନିର୍ଦ୍ଦେଶିକା ଲିପ୍ସା ହଂସ ଆସିଷ୍ଟାଣ୍ଟ ଷ୍ଟେର୍ ମ୍ୟାନେଜର ପ୍ରତାପ ବିଶ୍ବାଳ , କ୍ଲଷ୍ଟର ନିସାନ୍ ଛାବରା ଉପସ୍ଥିତ ରେ ଏହି କାଉଣ୍ଟର ଉଦଘାଟନ କରାଯାଇଛି। ଏଠାରେ ରୂପା ଥାଳି,ରୂପା ଗ୍ଲାସ୍,ରୂପା ହାର,ରୂପା ଚୁଡ଼ି, ଓ ବିଭିନ୍ନ ପ୍ରକାର ରୂପା ତିଆରି ଅଳଙ୍କାର। ଗ୍ରାହକମାନଙ୍କ ପାଇଁ ଗଢା ମଜୁରୀ ଉପରେ ୫୦% ରିହାତି ରହିଛି। ରିହାତି ମୂଲ୍ୟ ର ଫାଇଦା ନେବାପାଇଁ ଚାନ୍ଦୀ ଭଣ୍ଡାର r ମାଲିକ ଜନ ସାଧାରଣଙ୍କୁ ସୂଚନା ଦେଇଛନ୍ତି। 

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button