Education
ଆଜି ଛତିଆ ସ୍ଥିତ ମହା ପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ପରିସର ମଧ୍ୟରେ NCC ଡ୍ରିଲ ୟୁନିଟର ଶୁଭ ଉଦଘାଟନ ,


ଆଜି ଛତିଆ ସ୍ଥିତ ମହା ପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ପରିସର ମଧ୍ୟରେ NCC ଡ୍ରିଲ ୟୁନିଟର ଶୁଭ ଉଦଘାଟନ , ଷ୍ଟାଫ କମନ ରୁମ ଉର୍ନତି କରଣ ର ଶୁଭ ଉଦଘାଟନ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ 50ଲକ୍ଷ ଆର୍ଥିକ ସହାୟତା ରେ କଲେଜ ଡେଭେଲପମେଣ୍ଟ କାର୍ଯ୍ୟ ର ଶୁଭା ରମ୍ଭ କରାଯାଇଅଛି,କଲେଜ ଅଧ୍ୟକ୍ଷ ପ୍ରଫେସର ବଳରାମ ସାହୁ ଙ୍କ କର କମଳରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉଦଘାଟନ କାର୍ଯ୍ୟ କ୍ରମ ରେ କର୍ନେଲ ସଞ୍ଜୟ ଯାଦବ NCC ଇନ ଚାର୍ଜ ସରୋଜିନୀ ସ୍ୱାଇଁ ବରିଷ୍ଠ ଅଧ୍ୟାପକ ଡକ୍ଟର ନିରଞ୍ଜନ ପାତ୍ର ସୋମ୍ୟ ରଞ୍ଜନ ସ୍ୱାଇଁ ଶ୍ରଦ୍ଧା ପ୍ରିୟ ଦର୍ଶିନୀ ମମତା ସାହୁ ଲଷ୍ମୀପ୍ରିୟା ମହାରଣା ଲଷ୍ମୀପ୍ରିୟା ସାହପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ୁ ସରୋଜ ସିଂହ ଶରତ ପାଣିଗ୍ରାହୀ ଚତୁରଭୁଜ ସ୍ୱାଇଁ ସ୍ମୃତି ରଞ୍ଜନ ମିଶ୍ର ବିନୟ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




