Education

ଗୋବିନ୍ଦପୁର ତାରାତାରିଣୀ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

 

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମପଞ୍ଚାୟତ ଗୋବିନ୍ଦପୁର ତାରାତାରିଣୀ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଗଲା ଏହି ପରିଚାଳନା କମିଟି ଆଜି ସୋଳଘର ଏକ୍ସବୋର୍ଡ଼ ସ୍କୁଲ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ଙ୍କ ସଭାପତିତ୍ୱ ଅନୁସାରେ ସ୍କୁଲ ସି ଆର ସି ପ୍ରତାପ ଚନ୍ଦ୍ର ପଣ୍ଡା ଗୋବିନ୍ଦପୁର ପ୍ରଧାନ ଶିକ୍ଷୟତ୍ରୀ ସୁଦଷ୍ଟା ମହାପାତ୍ର ନିବେଦିତା ପଣ୍ଡା ସ୍ୱପ୍ନା ରାଉଳ ସନାତନ ବେହେରା ଙ୍କ ଉପସ୍ଥିରେ ୩୫ ମେମ୍ବର ଙ୍କ ମଧରୁ ୧୨ ଜଣ ମେମ୍ବର ଙ୍କୁ ଚୟନକରା ଯାଇଥିଲା ୧୨ଜଣ ମେମ୍ବର ମଧରୁ ୧ ଜଣକୁ ସଭାପତି ରୂପେ ବବିତା ବେହେରା ଓ ଉପସଭାପତିରୂପେ ଦିଲୀପ ରଣା ଙ୍କୁ ବଛାଗଲା ଓ ଅନ୍ଯ ୧୦ଜଣକୁ ମେମ୍ବର ଭାବରେ କମିଟିରେ ରଖାଗଲା କେମିଟି ଗଠନପରେ ସଭାସାନ କରାଗଲା ଗଞ୍ଜାମ ଜିଲ୍ଲାରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋଟ ସମର୍ଥ ନିଉଜ

Related Articles

Back to top button