ପାରିଆ ଗ୍ରାମ ପଂଚାୟତ ବରୁଣିଆ ପାହାଡ଼ ପାଦ ଦେଶ ସ୍ଥିତ ମହିମା ଆଶ୍ରମ ର 18ତମ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ


ପାରିଆ ଗ୍ରାମ ପଂଚାୟତ ବରୁଣିଆ ପାହାଡ଼ ପାଦ ଦେଶ ସ୍ଥିତ ମହିମା ଆଶ୍ରମ ର 18ତମ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଅଛି,ଆଶ୍ରମ ର ତତ୍ୱା ବଧାରକ ଅବଧୂତ ସନ୍ୟାସୀ ସାଧୁ ସାଧୁ ସୁକାନ୍ତ ବାବା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ଉତ୍ସବ ରେ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ, ବ୍ରହ୍ମ ଧ୍ୱନି ସ୍ଥାପନ ଅହୋରାତ୍ର ନାମ ଭଜନ ଧର୍ମ ସଭା ପ୍ରବଚନ ପର ଦିନ ପ୍ରାତଃ 4ଟାରେ ମହିମା ମହାପ୍ରସାଦ ଅର୍ପଣ ଓ 6ଟାରେ ବାଲ୍ୟ ଲିତଳା ବିତରଣ କରାଯାଇଥିଲା, ମହିମା ଗାଦି ଯୋରନ୍ଦା ର ସଭାପତି ଶୁକଦେବ ବାବା ମୁଖ୍ୟ ଅତିଥି, ଯୋରନ୍ଦା ପରିଚାଳକ ଅବଧୂତ ପ୍ରସନ ବାବା ସାଧୁ ଭରଦ୍ୱାଜ ଦାସ ବାବା ସାଧୁ ସୁନାକର ବାବା ବିଜୟା ନନ୍ଦ ଦାସ ବାବା ହର ମୋହନ ଦାସ ବାବା ଗୌତମ ଦାସ ବାବା ଆନ୍ଦ୍ର ପ୍ରଦେଶ ଗୁଣ୍ଟୁର ରୁ ଆଗତ ଭକ୍ତ ତିଳକ ଏସ ସିନୁ, ବି ପରମେଶ, ଏସ ଭେଙ୍କେଟ ଶିବା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ୱାଳ ଗୌଡ଼ ଗାଁ ସରପଞ୍ଚ ସୁବୋଧ ସାମଲ ପୂର୍ବତନ ସମିତି ସଭ୍ୟ ଧନେଶ୍ୱର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭକ୍ତ ଜନ ମାନଙ୍କୁ ଉତ୍ସାହିତ କରାଇଥିଲେ, ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ପାହାଡ଼ ର ଶିଖର ଦେଶ ରେ ବ୍ରହ୍ମ ଧ୍ୱନି ସ୍ଥାପନ କରାଯାଇଥିଲା ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ବହୁ କଷ୍ଟ ସାଧ୍ୟ କରି ପାହାଡ଼ ଉପରକୁ ଚଢି ବ୍ରହ୍ମ ଧ୍ୱନି ସ୍ଥାପନ ଦର୍ଶନ କରିଥିଲେ, ସମାଜ ସେଵୀ ବିଜୟା ନନ୍ଦ ପଣ୍ଡା ମାନସ ରଞ୍ଜନ ପଣ୍ଡା ରମେଶ ଚନ୍ଦ୍ର ସ୍ୱାଇଁ ଶତ୍ରୁଘ୍ନ ଓଝା ସୁକାନ୍ତ ପ୍ରଧାନ ଶିକ୍ଷାବିତ ଧୀରେନ୍ଦ୍ର ରାଉତ ଶକ୍ତି ରଞ୍ଜନ ରାଉତ ଜିତେନ୍ଦ୍ର ନାୟକ ପ୍ରମୋଦ ପ୍ରଧାନ ସଂକର୍ଷଣ ପ୍ରଧାନ ଭିକାରି ରାଉତ ଗୌତମ ରାଉତ ତଥା ସମସ୍ତ ଗ୍ରାମ ବାସି ଓ ମହିମା ଭକ୍ତ ବୃନ୍ଦ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




