State

ସ୍ବର୍ଗତ ଇଞ୍ଜିନିଅର କୈଳାସ ଚନ୍ଦ୍ର ସାମଲ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗତ କାଲି ବରୀ ଠେଙ୍ଗଡ଼ ଉପ ଯୋଜନା କେନ୍ଦ୍ର ଠାରେ ପାଳିତ ହୋଇଯାଇଅଛି

ବନ୍ତଳା ପଂଚାୟତ ବରୀ ଠେଙ୍ଗଡ଼ ଗ୍ରାମ ର ବିଶିଷ୍ଟ ସମାଜ ସେଵୀ ସ୍ବର୍ଗତ ଇଞ୍ଜିନିଅର କୈଳାସ ଚନ୍ଦ୍ର ସାମଲ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗତ କାଲି ବରୀ ଠେଙ୍ଗଡ଼ ଉପ ଯୋଜନା କେନ୍ଦ୍ର ଠାରେ ପାଳିତ ହୋଇଯାଇଅଛି,, ସ୍ବର୍ଗତ ସାମଲ ଙ୍କ ଧର୍ମ ପତ୍ନୀ ଅଳ୍ପନା ସାମଲ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ବିଧେଇ ଆତ୍ମା ର ସଦଗତି ନିମନ୍ତେ ଏକ ସତସଙ୍ଗ ର ଆୟୋଜନ କରାଯାଇଥିଲାସହ ପ୍ରତି ଋତ୍ଵିକ , ବାଗ୍ମୀ ପ୍ରବର ପ୍ରମୋଦ କୁମାର ଶତପଥି ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ଠାକୁର ଙ୍କ ଦର୍ଶନ ଓ ସ୍ବର୍ଗତ ସାମଲଙ୍କ ସମାଜ କଲ୍ୟାଣ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ, ସ୍ଥାନୀୟ କର୍ମୀ ପ୍ରମୋଦକୁମାର ରାଉତ ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ,ଛତିଆ ସତସଙ୍ଗ କେନ୍ଦ୍ର ସମ୍ପାଦକ ଫକୀର ଚରଣ ପୃଷ୍ଟି ସତସଙ୍ଗ ପରିଚାଳନା କରିଥିଲେ,, ହିମାଂଶୁ ସାହୁ ସତ୍ୟାନୁସରଣ ଅଧର୍ଜୁ ସନାତନ ଲେଙ୍କା ନାରୀର ନୀତି ପାଠ କରିଥିଲେ, ଶୁଚିସ୍ମିତା ଦାସ ଓ ହୈମୟନ୍ତୀ ଲେଙ୍କା ଭକ୍ତି ସଂଗୀତ ଜ୍ୟୋତି ରିନ୍ଦ୍ର ଦାସ କୋରସ ଭାଗ୍ୟଧର ସାହୁ ଓ ଅଧର୍ଜୁ ଅଭିମନୁ ସାମନ୍ତ ରାୟ କୀର୍ତନ ପରିବେଷଣ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ସହ ପ୍ରତି ଋତ୍ଵିକ ରଞ୍ଜନ କୁମାର ଧଳ ନାରାୟଣ ଚନ୍ଦ୍ର ପ୍ରଧାନ ଧର୍ମ ଯାଜକ କାର୍ତିକ ଚନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,କେଶବ ସାମଲ ମୁକେଶ ବିଶ୍ୱାଳ ରାଜେଶସାମଲ ଝିଅ ଲିଜା ଓବୋହୁ ସୁ ଭାସିନୀପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button