State
ଅମରେଶ୍ୱର ଙ୍କ ପୀଠ ରେ ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ


ପ୍ରସିଦ୍ଧ ଶୈବ ପୀଠ ଛତିଆ ସ୍ଥିତ ଶ୍ରୀ ଶ୍ରୀ ବାବା ଅମରେଶ୍ଵର ଙ୍କ ପୀଠରେ ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଚଳିତ ମାସ 5ତାରିଖ ଠାରୁ 7ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି,15ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗଦାନ କରିଛନ୍ତି, ଶାନ୍ତନୁ ସେଣ୍ଡ କର୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଗଗନ ବିହାରୀ ପଣ୍ଡା ବେଦ ପାଠ କରୁଥିବା ଦେଖିବାକୁ ମିଳିଛି, ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି,ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




