Religion

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ

ଚଣ୍ଡିଖୋଲ ସତସଙ୍ଗ ବିହାର ଅଧୀନ ଆଞ୍ଚଳିକ ପ୍ରାର୍ଥନା କେନ୍ଦ୍ର ବେଣାପୁର ର ବାର୍ଷିକ ସତସଙ୍ଗ ମହୋତ୍ସବ ତଥା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 136ତମ ଜନ୍ମ ମହୋତ୍ସବ ଗତ କାଲି ମହା ସମାରୋହ ରେ ପାଳିତ ହୋଇଯାଇଅଛି, କେନ୍ଦ୍ର ଅଧକ୍ଷ ସହ ପ୍ରତି ଋତ୍ଵିକ ବାଞ୍ଛା ନିଧି ସ୍ୱାଇଁ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଅନୁଷ୍ଠିତ ସତସଙ୍ଗ ଉତ୍ସବ ରେ ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗୀତା ଉଷା କୀର୍ତନ ଉଷା ବିନତି ଅପରାହ୍ନ ରେ ଶ୍ରୀ ଶ୍ରୀ ଠାକୁର ଙ୍କୁ ସୁ ସଜିତ ରଥ ରେ ବସାଇ ନଗର ପରିକ୍ରମା କରାଯାଇଥିଲା, ସୁଦର୍ଶନ ପଲେ ଇ ଅଶୋକ ଦାସ (JK)ବିବେକା ନନ୍ଦ ମିଶ୍ର କୁଶ ଭାଇ କାର୍ତିକ ସାହୁ କିଶୋର ଭାଇ ସରୋଜ ଭାଇ ପୁରୁଷୋତ୍ତମ ଭାଇ ବଟ ଭାଇ ମଧୁ ଭାଇ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ,ସନ୍ଧ୍ୟା ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସହ ପ୍ରତି ଋତ୍ଵିକ ନତବର ସାହୁ ଏଥିରେ ଅଧକ୍ଷତା କରିଥିଲେ, ବାଗ୍ମୀ ପ୍ରବର  ସାହୁ ପ୍ରତି ଋତ୍ଵିକ କୁମୁଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ମଣିଷର ସାମଗ୍ରିକ ଉର୍ନତି ରେ ଠାକୁର ହିଁ ହେଉଛନ୍ତି ଏକ ମାତ୍ରଆଶା ଓ ଭରଷାର କେନ୍ଦ୍ର ବିନ୍ଦୁ, ସମସ୍ତ ସାମ୍ପ୍ରତିକ ପରିସ୍ଥିତି ର ସେ ହେଉଛନ୍ତି ପଥ ପ୍ରଦର୍ଶକ, ଅନ୍ୟ ମାନଙ୍କ ମଧ୍ୟରେ ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ପଦ୍ମ ନାଭ ସାହୁ ଚିତ୍ତ ରଞ୍ଜନ ସାହୁ ରଞ୍ଜନ କୁମାର ଧଳ ନାରାୟଣ ଚନ୍ଦ୍ର ପ୍ରଧାନ ଅଧର୍ଜୁପ୍ରଫୁଲ୍ଲ ନାୟକ ଅଭିମନୁ ସାମନ୍ତ ରାଓପ୍ରଶାନ୍ତ ପାତ୍ର ଗଣେଶ୍ୱର ସାହୁ କାର୍ତିକ ରାଉତପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ, ପଦନ ଭାଇ ଅତିଥି ପରିଚୟ ଚିତ୍ତ ଭାଇ ସ୍ୱାଗତ ଭାଷଣ ଦେଇଥିଲେ, ମନୋରଞ୍ଜନ ଭାଇ କୀର୍ତନ ଜ୍ୟୋତିରିନ୍ଦ୍ର ଦାସ କୋରସ ଗାନ କରିଥିଲେ, ସ୍ଥାନୀୟ ଅଞ୍ଚଳ ର ସମସ୍ତ ଗୁରୁ ଭାଇ ମା ଓ ସାଧାରଣ ଜନତା ଏଥିରେ ସହଯୋଗ କରିଥିଲେ,,2000ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ ନିୟୁଜ,

Related Articles

Back to top button