State

ବିଦ୍ୟାଧର ପୁର କନକ ଦୁର୍ଗା ମନ୍ଦିର ସମ୍ମୁଖରେ ବାର୍ଷିକ ଚବିଶ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ

ନେଳିଆ ପଂଚାୟତ ବିଦ୍ୟାଧର ପୁର କନକ ଦୁର୍ଗା ମନ୍ଦିର ସମ୍ମୁଖରେ ବାର୍ଷିକ ଚବିଶ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇ ଆଜି ଶେଷ ହୋଇଅଛି, ସାଂସଦ ଶର୍ମିଷ୍ଠା ସେଠି ବିଧାୟକ ଅମର ପ୍ରସାଦ ଶତପଥି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମିତି ସଭ୍ୟ ପ୍ରତି ନିଧି ଧନେଶ୍ୱର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସଚ୍ଛାହିତ କରାଇଥିଲେ, କମଳା କାନ୍ତ ବେହେରା କର୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ବନମାଳୀ ଦାସ ବେଦ ପାଠ କରିଥିଲେ,20ଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଥିଲେ, ତିନି ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button